ଆଜିର ଖବର ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ ନୂଆଦିଲ୍ଲୀ: ରବିବାର ଦିନ ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ AI174, ମଝି ଆକାଶରେ ଏକ ସନ୍ଦେହଜନକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗୋଲିଆର ଉଲାନବାତରରେ…