ଆଜିର ଖବର ବିଜେପିରେ ମିଶିବେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ ଭୁବନେଶ୍ବର: ଖୁବ ଶିଘ୍ର ବିଜେପିରେ ମିଶିବେ ଚମ୍ପୁଆର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ସନାତନ ମହାକୁଡ। ସେ 2014 ମସିହାରେ ଚମ୍ପୁଆରୁ ସ୍ବାଧୀନ ବିଧାୟକ ଥିଲେ।…