ଅନ୍ତରାଷ୍ଟ୍ରୀୟ ଭାରତ ବିରୋଧୀ ପ୍ରଚାର ବିରୋଧରେ ସଚେତନତା ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ, ଚାଷୀ ଆନ୍ଦୋଳନ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ସେଲିବ୍ରିଟ ଭାରତ ବିରୋଧୀ ପ୍ରଚାର କରିବାରେ ଲାଗିଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନେ ଏହି ଟୁଇଟ…