ଜାତୀୟ ଖବର ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳ ୧୦ ମ୍ୟାଚ୍ ରୁ କେବଳ ଗୋଟିଏ ବିଜୟ ହାସଲ କରିଥିଲା। ଏହି ଏକମାତ୍ର ବିଜୟ ପ୍ରଥମ ଦିନିକିଆରେ ଆସିଥିଲା।…