ଜାତୀୟ ଖବର AAP ସାଂସଦ ସଞ୍ଜୟ ସିଂ ଙ୍କୁ ବଡ ଆଶ୍ଵସ୍ତି: ୬ ମାସ ପରେ ସୁପ୍ରିମକୋର୍ଟରୁ ମିଳିଲା ଜାମିନ ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଞ୍ଜୟ ସିଂ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଟ୍ରାଏଲ କୋର୍ଟ ଜାମିନ ସର୍ତ୍ତ ଉପରେ ନିଷ୍ପତ୍ତି ନେବେ ବୋଲି ସର୍ବୋଚ୍ଚ…