Categories
Christmas22 ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବାଲୁକା ଶାନ୍ତା କ୍ଲଜ

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଚଳିତ ଖ୍ରୀଷ୍ଟମାସ ଉପଲକ୍ଷେ ଶାନ୍ତା କ୍ଲଜ ର ବାଲୁକା କଳା ନିର୍ମାଣ କରିଛନ୍ତି। ପୁରୀର ସ୍ୱର୍ଣିଭ ବେଳାଭୂମିରେ ଏହି ବାଲୁକା ଶାନ୍ତା କ୍ଲଜ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। ଏହା ନିର୍ମାଣ କରି ସେ ସାରା ବିଶ୍ୱ କୁ ଶାନ୍ତି ର ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରିବା ସହିତ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନର ବାର୍ତ୍ତା ଦେଉଥିବାର ଦୃଶ୍ୟ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି।

ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ଏଥର ବିଭିନ୍ନ ସଚେତନତା ଭିର୍ତ୍ତିକ ଆନ୍ତର୍ଜାତିକମାନ ର ବାଲୁକା କଳାମାନ କରାଯାଇଛି। ସର୍ବସାଧାରଣ ଏହି ସ୍ୟାଣ୍ଡ ଆର୍ଟ ପାର୍କ ରେ ଥିବା ବାଲୁକା କଳା କୁ ଉପଭୋଗ କରୁଛନ୍ତି।

Categories
ଫଟୋ ଖବର

ଥାଇଲାଣ୍ଡର ବ୍ୟାଙ୍କକରେ ନବଜାତ ଶିଶୁଙ୍କୁ ସାଣ୍ଟାକ୍ଲୁଜ୍‌ ବେଶରେ ସଜ୍ଜିତ ଶିଶୁ

(191224) — BANGKOK, Dec. 24, 2019 (Xinhua) — Newborn babies are seen dressed in Santa Claus costumes during the Christmas season at a hospital in Bangkok, Thailand, on Dec. 24, 2019. (Xinhua/Rachen Sageamsak)

Categories
ଫଟୋ ଖବର

ଭାଙ୍କୋଭରରେ ସାଣ୍ଟାକ୍ଲୁଜ୍‌ ପରେଡ୍‌ରେ ଲୋକଙ୍କୁ ହାତ ହଲାଉଛି ସାଣ୍ଟା ବେଶରେ ସଜ୍ଜିତ ଜଣେ ବ୍ୟକ୍ତି

VANCOUVER, DEC .2, 2019 (Xinhua) — A man dressed as Santa Claus waves to the crowd during the Santa Claus Parade in Vancouver, Canada, on Dec. 1, 2019. An annual Santa Claus Parade was held in Vancouver on Sunday, attracting about 300,000 spectators. Xinhua/UNI PHOTO-3F