Santosh Yadav

ନୂଆଦିଲ୍ଲୀ: ହରିୟାଣାରେ ବିଜେପିରେ ଇସ୍ତଫା ପତ୍ର ଜାରି ରହିଛି। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷ ତଥା ପୂର୍ବତନ ଉପ-ବାଚସ୍ପତି ସନ୍ତୋଷ ଯାଦବ ଇସ୍ତଫା ଦେଇଛନ୍ତି।…