ଆଜିର ଖବର ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନୂଆ ପରିଚୟ ପାଇବାକୁ ଯାଉଛି ଶ୍ରୀକ୍ଷେତ୍ର ପୁରୀ! ଏଣିକି କେବଳ ଦେଶର ବିଭିନ୍ନ ପ୍ରାନ୍ତରୁ ନୁହେଁ, ବିଦେଶରୁ ମଧ୍ୟ ସମୁଦ୍ରପଥରେ ସିଧା…