ଆଜିର ଖବର ନିର୍ମଳାଙ୍କୁ ନେଇ ‘ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଉଦାହରଣ’ ବୋଲି ଅଭିହିତ କଲେ ଶଶୀ ଥରୁର୍ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ…