ଆଜିର ଖବର କର୍ଣ୍ଣାଟକରେ କଂଗ୍ରେସ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୧୮ଟି ସ୍ଥାନରେ ଇଡି ର ଚଢାଉ ନୂଆଦିଲ୍ଲୀ: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କର୍ଣ୍ଣାଟକର ପିଡବ୍ଲୁଡି ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସତୀଶ ଜାରକିହୋଲିଙ୍କ ସହ ଜଡିତ ସ୍ଥାନରେ ଏକ ବଡ଼ ଚଢାଉ…