ଆଜିର ଖବର ବୈଷ୍ଣବଙ୍କୁ ନେଇ କଂଗ୍ରେସର ଆକ୍ରମଣ : ଉଭୟ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି ପୂର୍ବତନ ଆଇଏଏସ ଅଫିସର୍ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍ ସରଗରମ। ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ…