ଆଜିର ଖବର ଟିଏମସି ସାଂସଦ ସୌଗତ ରାୟଙ୍କ କାରକୁ ଆକ୍ରମଣ: ବିଜେପି କର୍ମୀଙ୍କ ଉପରେ ଅଭିଯୋଗ କୋଲକାତା: କୋଲକାତା ବିମାନବନ୍ଦରରେ ଟିଏମସି ସାଂସଦ ସୌଗତ ରାୟଙ୍କୁ ବିଜେପି କର୍ମୀ ଏବଂ ନେତାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କୋଲକାତା ବିମାନବନ୍ଦର ପରିସରରେ ପ୍ରତିବାଦକାରୀମାନେ ତାଙ୍କ…