ଜାତୀୟ ଖବର ଆଜି ରାଜସ୍ଥାନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ପାଣିପାଗ ରିପୋର୍ଟ, ସମ୍ଭାବ୍ୟ ଏକାଦଶ ନୂଆଦିଲ୍ଲୀ: ଆଜି IPL 2026 ର 43ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ୍ ଜୟପୁରର ସୱାଇ…