ଆଜିର ଖବର ଚଳିତ ବର୍ଷ 600 ଟି ନୂତନ ଶାଖା ଖୋଲିବ ଏସବିଆଇ, ପ୍ରତ୍ୟେକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଏହି ଆର୍ଥିକ ବର୍ଷରେ ଏହାର ନେଟୱାର୍କକୁ ଆହୁରି ବିସ୍ତାର କରିବାକୁ ଯୋଜନା କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ 2024-25…