ଆଜିର ଖବର ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ ଭୁବନେଶ୍ଵର: ବାତ୍ୟା ଆଶଙ୍କାକୁ ନେଇ ଓଡ଼ିଶାରେ ବଢ଼ିଲା ପ୍ରଶାସନିକ ତତ୍ପରତା। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୧୩ଟି ଜିଲ୍ଲାରେ ସ୍କୁଲ ଓ…