ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ କେମିତି ଚାଲିଛି ଲକ୍ ଡାଉନ୍: ସ୍କୁଲ ବନ୍ଦ, କିନ୍ତୁ ମସ୍ଜିଦ୍ ରହିଛି ଖୋଲା ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ…