ଆଜିର ଖବର ନିର୍ଭୟା ମାମଲା : ପଓ୍ବନଙ୍କ ଯାଚିକାକୁ ଖାରଜ କଲେ ସର୍ବୋଚ୍ଚ କୋର୍ଟ, ଓକିଲଙ୍କୁ ସମାଲୋଚନା ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ୍ କୁମାର ଗୁପ୍ତାଙ୍କ ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । 2012ରେ ଘଟଣା ଘଟିବା…