ଜାତୀୟ ଖବର ରାଜ୍ୟସଭା ନିର୍ବାଚନର ୩୬% ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି: ADR ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ପ୍ରତିଶତ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବାବେଳେ ବିଶ୍ଳେଷଣ କରାଯାଇଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ହେଉଛି ୧୨୭.୮୧…