ଆଜିର ଖବର ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କଲେ ସୁପ୍ରିମ୍କୋର୍ଟ ନୂଆଦିଲ୍ଲୀ : ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରର ଚାରିକାନ୍ଥ ମଧ୍ୟରେ କରାଯାଇଥିବା ଅପମାନକୁ…