ଆଜିର ଖବର ସାମ୍ବାଦିକତା ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦେବେ ନିଯୁକ୍ତି, ବାହାରିଲା ବିଜ୍ଞପ୍ତି ଭୁବନେଶ୍ବର: ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଓଡିଶା ସରକାର ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ବାହାର କରିଛନ୍ତି ବିଜ୍ଞାପନ।…