ଆଜିର ଖବର WCL-୨୦୨୫: ୱେଷ୍ଟଇଣ୍ଡିଜ୍ କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କଲା ଭାରତ, ଏବେ ପାକିସ୍ତାନ ସହ ହେବ ଲଢେଇ! ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଦଳର ସଂଘର୍ଷ ହୋଇଥିଲା। ଏହି ମ୍ୟାଚଟି ଭାରତୀୟ ଦଳ ପାଇଁ…