ଆଜିର ଖବର ତାମିଲନାଡୁରେ ଇଡି ର ବଡ କାର୍ଯ୍ୟାନୁଷ୍ଠାନ, ଅବକାରୀ ମନ୍ତ୍ରୀଙ୍କ ୧୦ ଟି ସ୍ଥାନରେ ଚାଲିଛି ଚଢାଉ ନୂଆଦିଲ୍ଲୀ: ଆଜି ତାମିଲନାଡୁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଦଳ ଡିଏମକେ ନେତା ତଥା ତାମିଲନାଡୁର ଅବକାରୀ ମନ୍ତ୍ରୀ ସେନ୍ଥିଲ ବାଲାଜୀ…