ଆଜିର ଖବର ଜନ୍ମଦିବସ ଅବସରରେ ‘ଶେରଶାହା’ର ପ୍ରଥମ ଲୁକ୍କୁ ସେୟାର କଲେ ସିଦ୍ଧାର୍ଥ ମୁମ୍ବାଇ,ଆଜି ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ 35ତମ ଜନ୍ମଦିବସଟି ବେଶ୍ ଖାସ୍ ରହିଛି। ତାଙ୍କ ଜନ୍ମଦିବସ ଅବସରରେ ଅପ୍କମିଙ୍ଗ୍ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍ ରିଲିଜ୍ କରାଯାଇଛି।…