ଆଜିର ଖବର ପ୍ରସିଦ୍ଧ ଗାୟକ ଶାନଙ୍କ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ହେଲା ଦୁର୍ଘଟଣା ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବଲିଉଡର ପ୍ରସିଦ୍ଧ ଗାୟକ ଶାନଙ୍କ ଭବନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁଁ…