ଆଜିର ଖବର ଭାରତରେ ରଦ୍ଦ ହେଲା ପାକିସ୍ତାନୀ ଡନ୍ ଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ନିଷେଧ କରାଯାଇଛି। ଏହା ପଛର କାରଣ ହେଉଛି ସେ ପୋଷ୍ଟ କରିଥିବା ଭିଡିଓ, ଯେଉଁଥିରେ…