ଆଜିର ଖବର ବିହାର କଂଗ୍ରେସ ବିଧାୟକ ଦଳର ନେତାଙ୍କ ପୁଅଙ୍କ ଆତ୍ମହତ୍ୟା: ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ ନୂଆଦିଲ୍ଲୀ: ବିହାର କଂଗ୍ରେସ ବିଧାୟକ ଦଳର ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ, ପୁଅ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି।…