ଅନ୍ତରାଷ୍ଟ୍ରୀୟ ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬ ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଇଭେଣ୍ଟ, ଫିଫା ବିଶ୍ୱକପ୍-୨୦୨୬ ଆଜିଠାରୁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମେକ୍ସିକୋ…