ଆଜିର ଖବର ଇଣ୍ଡିଗୋ ବିମାନ ସହ ଧକ୍କା ହେଲା ପକ୍ଷୀ: ହାଇଦ୍ରାବାଦରେ ଜରୁରୀକାଳୀନ ଅବତରଣ କଲେ ପାଇଲଟ୍ ନୂଆଦିଲ୍ଲୀ: ବୁଧବାର ଦିନ ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ସମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପକ୍ଷୀ ଧକ୍କା ଦେଇଥିଲା। ଏଥିରେ ୨୧୧ ଜଣ ଯାତ୍ରୀ…