ବିଶେଷ ଖବର ସମାଜସେବା ପାଇଁ ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର, କିଏ ସେହି ନିରବ ସାଧକ ଭୁବନେଶ୍ବର, ଶାନ୍ତି ଦେବୀ, ଏହି ନାମଟି ପ୍ରାୟ ଲୋକଙ୍କ ପାଇଁ ଅଜଣା। କାରଣ ସେ କେବେ ବି ପ୍ରଶଂସା ବା ଲୋକ ପ୍ରିୟତା ପଛରେ ଗୋଡାନ୍ତି ନାହିଁ।…