ଆଜିର ଖବର ଅସମ୍ଭବକୁ ସମ୍ଭବ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: କତରରୁ ପୂର୍ବତନ ନାବିକଙ୍କ ମୁକ୍ତି ପରେ କହିଲେ ଶେହଲା ରସିଦ ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ପୂର୍ବତନ ଛାତ୍ର ନେତା ଶେହଲା ରସିଦ କତରରେ ବନ୍ଦୀ ଥିବା ପୂର୍ବତନ ନାବିକମାନଙ୍କୁ ମୁକ୍ତ ଏବଂ ପ୍ରତ୍ୟାବର୍ତ୍ତନ…