Sheikh Hasina Passport

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶେଖ ହସିନାଙ୍କ କାର୍ଯ୍ୟକାଳ ସମୟରେ ସାଂସଦମାନଙ୍କୁ ଦିଆଯାଇଥିବା ସମସ୍ତ କୂଟନୈତିକ ପାସପୋର୍ଟକୁ ସରକାର ରଦ୍ଦ କରିଛନ୍ତି।…