Categories
ଆଜିର ଖବର ଜାତୀୟ ଖବର

ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବଢିଲା ସମସ୍ୟା, ବର୍ତ୍ତମାନ ଇଡି ଜବତ କଲା ୯୭ କୋଟି ମୂଲ୍ୟର ସମ୍ପତ୍ତି

ନୂଆଦିଲ୍ଲୀ: ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ବର୍ତ୍ତମାନ ଇଡି ସେମାନଙ୍କର ୯୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ପିଏମଏଲଏ, ୨୦୦୨ ଅଧିନିୟମ ଅନୁଯାୟୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ଇଡି, ମୁମ୍ବାଇ ସଂଲଗ୍ନ କରିଛି। ସଂଲଗ୍ନ ସମ୍ପତ୍ତି ମଧ୍ୟରେ ଜୁହୁରେ ଅବସ୍ଥିତ ଏକ ଆବାସିକ ଫ୍ଲାଟ ଅନ୍ତର୍ଭୁକ୍ତ ଯାହାକି ବର୍ତ୍ତମାନ ଶିଳ୍ପା ଶେଟ୍ଟୀଙ୍କ ନାମରେ ଅଛି। ପୁଣେ ସ୍ଥିତ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରାଜ କୁନ୍ଦ୍ରାଙ୍କ ନାମରେ ଅଛି।

Categories
ଫଟୋ ଖବର

ଅପ୍‌କମିଙ୍ଗ ଫିଲ୍ମ ନିକମ୍ମାର ପ୍ରମୋଶନରେ ଶିଳ୍ପା ସେଟ୍ଟୀ

Mumbai: Actress Shilpa Shetty during the promotions of her upcoming film “Nikamma” on the sets of reality television show Bigg Boss 13, in Mumbai on Feb 7, 2020. (Photo: IANS)

Categories
ଫଟୋ ଖବର

ଜନ୍ମଦିନ ଅବସରରେ ମୁମ୍ବାଇଠାରେ ଅଭିନେତ୍ରୀ ସମିତା ସେଟ୍ଟି ଶିଳ୍ପା ସେଟ୍ଟିଙ୍କ ସହ

Mumbai: Actress Shilpa Shetty and her sister Shamita Shetty at the latter’s birthday bash, in Mumbai on Feb 1, 2020. (Photo: IANS)

Categories
ଫଟୋ ଖବର

ମୁମ୍ବାଇର ଜୁହୁରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

Mumbai: Actress Shilpa Shetty seen at Juhu, in Mumbai on Jan 7, 2020. (Photo: IANS)

Categories
ଭିଡ଼ିଓ

Shilpa Shetty is all praise for Shiamak Davar

 

Actress Shilpa Shetty recently attended the dance show, “Winter Funk”, which was hosted by choreographer Shiamak Davars academy. The synchronised dance style saw children performing. Shilpa”s son Viaan too performed at the dance show.