ଜାତୀୟ ଖବର ମହାରାଷ୍ଟ୍ର ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାର ପୂର୍ବତନ ବିଜେପି ସାଂସଦ ଶିଶୁପାଲ ପଟଲେ ଆଜି କଂଗ୍ରେସ ସହ ହାତ ମିଳାଇଛନ୍ତି। ମହାରାଷ୍ଟ୍ର ବିଜେପି ପାଇଁ ଏହା ଏକ ବଡ ଝଟକା…