ଜାତୀୟ ଖବର ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ବଡ଼ ପରିବର୍ତ୍ତନ ଘଟିଛି। ସୂଚନା ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ଛଅ ଜଣ ଲୋକସଭା ସାଂସଦ ଦଳ ଛାଡି…