ଆଜିର ଖବର ଆଜି ଶିବ ମନ୍ଦିର ଯାଉଛନ୍ତି କି ? ଜାଣନ୍ତୁ କିପରି କରିବେ ପରିକ୍ରମା, ମନ୍ଦିର ପରିକ୍ରମାର ବିଧି ବିଧାନ ଭୁବନେଶ୍ଵର: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ…