ଆଜିର ଖବର ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜ୍ର ବୋଲିଂ ନିଷ୍ପତ୍ତି : ଶିବମ ଦୁବେଙ୍କ ଦିନିକିଆ ପଦାର୍ପଣ ଚେନ୍ନାଇ, 15/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ର ଟି ଟ୍ବେଣ୍ଟି ସିରିଜ୍ ପରେ ଆଜିଠୁ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି । ଚେନ୍ନାଇର ଏମ୍ ଏ…