ଆଜିର ଖବର ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଶିବରାଜ ଚୌହାନଙ୍କ ଧମକ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବୁଧବାର ଶିବରାଜ ଏକ ରାଲିରେ ଯୋଗ ଦେବା…