ଆଜିର ଖବର ପୁଣି ଲଜ୍ଜିତ ହେଲା ପାକିସ୍ତାନ କ୍ରିକେଟ୍!: ଶୋଏବ ମଲିକଙ୍କ ବିରୋଧରେ ଫିକ୍ସିଂ ଅଭିଯୋଗ ନୂଆଦିଲ୍ଲୀ: ବରିଷ୍ଠ ଖେଳାଳି ଶୋଏବ ମଲିକଙ୍କ ଉପରେ ବାସିତ ଅଲି ମ୍ୟାଚ ଫିକ୍ସିଂ ନେଇ ଗୁରୁତର ଅଭିଯୋଗ ଆଣିଥିବାରୁ ପାକିସ୍ତାନ କ୍ରିକେଟ୍ ପୁଣି ଥରେ ଲଜ୍ଜିତ ହୋଇଛି।…