Categories
ଫଟୋ ଖବର

ପୁରା ଶୂନଶାନ୍: ସଟ୍ ଡାଉନ ଘୋଷଣା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ

ଭୁବନବେଶ୍ବର, ଗତକାଲି ରାଜ୍ୟ ସରକାର ଭୁବନେଶ୍ବରକୁ ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରିବା ପରେ ଏହା ହେଉଛି ଆକାଶ ମାର୍ଗରୁ ଭୁବନେଶ୍ବରର ଦୃଶ୍ୟ।