ଆଜିର ଖବର ଶ୍ରୀନଗର ଡେପୁଟି ମେୟରଙ୍କ ବିରୋଧରେ ଏସିବିର ମାମଲା ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଅଧୀନରେ ରହିଥିବା ଦୁର୍ନୀତି ନିବାରଣ ବିଭାଗ (ଏସିବି) ପକ୍ଷରୁ ଶ୍ରୀନଗର ନଗର ପାଳିକାର ଡେପୁଟି ମେୟରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି।…