ଆଜିର ଖବର ବାର୍ଷିକ ଚୁକ୍ତିନାମା ଜାରି କଲା ବିସିସିଆଇ, ଜାଣନ୍ତୁ କେଉଁ ଗ୍ରେଡ୍ ରେ କେତେ ଦରମା ନୂଆଦିଲ୍ଲୀ: ବାର୍ଷିକ ଚୁକ୍ତିନାମା ତାଲିକା ବିସିସିଆଇ ପ୍ରକାଶ କରିଛି। ୨୦୨୩-୨୪ ଋତୁ ପାଇଁ ପ୍ରକାଶିତ ଏହି ତାଲିକାରେ ଶ୍ରେୟସ୍ ଆୟର୍ ଏବଂ ଇଶାନ୍ କିଶାନଙ୍କ ନାମ ଅନ୍ତର୍ଭୂକ୍ତ…