ଆଜିର ଖବର କେରଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ଶଶି ଥରୁର କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଲେ ଇଙ୍ଗିତ ନୂଆଦିଲ୍ଲୀ: ଶନିବାର (୧୬ ଅଗଷ୍ଟ, ୨୦୨୫) ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ନକରିବା ପାଇଁ କଂଗ୍ରେସ ସାଂସଦ ଶଶି ଥରୁର କେରଳକୁ ଟାର୍ଗେଟ କରିଛନ୍ତି। ସେ ରବିବାର X…