ଆଜିର ଖବର ଆସନ୍ତାକାଲିଠାରୁ ୧୨ ଯାଏଁ ସୁଭଦ୍ରା ଶକ୍ତି ମେଳା: ଜାଣନ୍ତୁ କାର୍ଯ୍ୟକ୍ରମ ଭୁବନେଶ୍ଵର: ଆସନ୍ତା ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଆଜି…