ଆଜିର ଖବର ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ଡେଟ୍ କରୁଛନ୍ତି ସାରା ତେନ୍ଦୁଲକର, ଅନେକ ଥର ଏକାଠି ଦେଖାଯାଇଛନ୍ତି ଏହି ‘ଯୋଡି’ ମୁମ୍ବାଇ: ଏପର୍ଯ୍ୟନ୍ତ ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ନାମ ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନନ୍ଦ ନଭେଲିଙ୍କ ସହ ଯୋଡା ହେଉଥିଲା। କିନ୍ତୁ ଏବେ ଖବର ଆସିଛି…