ଆଜିର ଖବର ସିରିୟାରେ ବିସ୍ଫୋରଣ : ୧୪ ମୃତ ରବିବାର ଦିନ ସିରିୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୨୮ ଜଣ ଗୁରୁତର ହୋଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ସହର…