ଜାତୀୟ ଖବର ଲୋକସଭା ନିର୍ବାଚନ ଲଢିବେ ଯୁବରାଜ ସିଂ: ଏବେ ସ୍ପଷ୍ଟ କଲେ ସିକ୍ସର୍ କିଙ୍ଗ ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ ଗୁରୁଦାସପୁରରୁ ଲୋକସଭା ନିର୍ବାଚନରେ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଲଢିବେ ବୋଲି କଳ୍ପନାଜଳ୍ପନା ଜାରି ରହିଛି। ତେବେ ଏହାକୁ ନେଇ ଯୁବରାଜ…