ଆଜିର ଖବର ଶୀତଦିନେ ମାଛ ପରି ହୋଇଯାଏ ଚର୍ମ, ଏହି ଉପଚାରରୁ ପାଆନ୍ତୁ ମୁକ୍ତି ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ ଚର୍ମର ଶୁଷ୍କତା ଦେଖାଯାଏ। ବେଳେବେଳେ ଏହି ଶୁଷ୍କତା ଏତେ ବଢିଯାଏ ଯେ, ମାଛ ପରି ଆମ ଚର୍ମ ଦେଖାଯିବା…