ଆଜିର ଖବର ମଳିନ ଚର୍ମ ପାଇଁ କଷ୍ଟ ପାଉଛନ୍ତି କି?: ପ୍ରତିଦିନ ପିଅନ୍ତୁ ଏହି ଜୁସ୍ ଭୁବନେଶ୍ଵର: ଆଜିକାଲି ଗରମ, ଧୂଳି ଏବଂ ପ୍ରଦୂଷଣ ଯୋଗୁଁ ତ୍ୱଚାର ଚମକ ଶୀଘ୍ର କମି କମିଯାଉଛି। ଏପରିସ୍ଥିତିରେ, କେବଳ ବାହ୍ୟ ତ୍ୱଚାର ଚିକିତ୍ସା ନୁହେଁ ବରଂ ଶରୀରକୁ…