ଆଜିର ଖବର ଆତ୍ମଘାତୀ ବିସ୍ଫୋରଣ ପରେ ଶ୍ରୀଲଙ୍କା ଖେଳାଳି ଭୟଭୀତ, ପାକିସ୍ତାନ ଛାଡିବାକୁ କଲେ ଦାବି, ବୋର୍ଡର ଚେତାବନୀ ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଥରେ ଆତଙ୍କବାଦୀ କବଜାରେ ଅଛି। ଇସଲାମାବାଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଦେଶର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ ଭ୍ରମଣକାରୀ…