ଅନ୍ତରାଷ୍ଟ୍ରୀୟ ଓଡିଶାକୁ ଆସିଲା ୩୮୯୮ କୋଟି ଟଙ୍କାର ନୂତନ ପୁଞ୍ଜି ନିବେଶ, ରାଜ୍ୟ ସରକାର ଦେଲେ ମଞ୍ଜୁରୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି…